ଓଡ଼ିଶା

ଚୌଦ୍ୱାର ସର୍କଲ ଜେଲରେ କଏଦୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରିବେ ଏଡିଜି

କଟକ: ଜେଲରେ କଏଦୀଙ୍କ ମୃତ୍ୟୁ । କଟକ ଚୌଦ୍ୱାର ସର୍କଲ ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଜଣାପଡିନାହିଁ ।  ମୃତ କଏଦୀଙ୍କ ନାଁ ପବିତ୍ର କୁମାର ସାହୁ । ଘଟଣାର ତଦନ୍ତ ପାଇଁ ଯିବେ ଏଡିଜି ଅମିତାଭ ଠାକୁର । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ ତଦନ୍ତ କରାଯିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL