Uncategorized ଓଡ଼ିଶା

ପ୍ରଚାର ପାଇଁ ୭ରେ ପୁଣି ନୂଆପଡ଼ା ଯିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ଧନ୍ୟବାଦ ଜଣାଇଲେ, ୭ରେ ଗସ୍ତ ଘୋଷଣା କଲେ ନବୀନ । ଆସନ୍ତା ୭ ତାରିଖରେ ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ନବୀନ । ନୂଆପଡ଼ା ଓ ଖରିଆରରୋଡରେ ପ୍ରଚାର କରିବେ । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନଙ୍କ ସହ ମୁଁ ଦୁଇପଦ କଥା ହେବି । ଆଉ ଆପଣମାନଙ୍କର ଆଶୀର୍ବାଦ ମାଗିବି । ପୂର୍ବରୁ ଗତ ୩ ତାରିଖରେ ନବୀନ କୋମନାରେ ନିର୍ବାଚନ ପ୍ରଚାର କରିଥିଲେ । କୋମନା ସଭା ପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ବୋଲି ନବୀନ କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL