ଅନ୍ତର୍ଜାତୀୟ

ଫିଲିପାଇନ୍ସରେ ବାତ୍ୟା ‘କଲମାଏଗି’ର ତାଣ୍ଡବ, ୯୦ ମୃତ

ଫିଲିପାଇନ୍ସରେ ଭୟଙ୍କର ତୋଫାନ୍ । ବାତ୍ୟା ‘କଲମାଏଗି’ ରଚିଛି ତାଣ୍ଡବ । ଫଳରେ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନିଖୋଜ ଅଛନ୍ତି । କେବଳ ସୋବୁ ଅଞ୍ଚଳରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ବାତ୍ୟା ଏବେ ପଲବାନ ଦ୍ବୀପ ଆଡ଼କୁ ମୁହାଁଇଛି । ଫଳରେ ବାତ୍ୟାର ପ୍ରଭାବ ଭିଏତନାମ ଉପରେ ପଡ଼ିବ । ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଥିବା ଫିଲିପାଇନ୍ସରେ ବର୍ଷକୁ ପ୍ରାୟ ୨୦ରୁ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL