ଓଡ଼ିଶା

ସଙ୍ଗଠନ ଓ ସରକାରକୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କଲେ ଶାହା

ଭୁବନେଶ୍ବର:ରାଜ୍ୟ ବିଜେପି କାର୍ଯ୍ୟାଳୟରେ  ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକ। ସଙ୍ଗଠନ ଓ ସରକାର କୁ ନେଇ ବୈଠକରେ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ ଶାହା।  ରାଜ୍ୟରେ ଯେଉଁ ସବୁ ଇସ୍ୟୁ ଅଛି , ସେସବୁ ବିଷୟରେ ମୁଖ୍ୟମନ୍ତ୍ରୀ ଅମିତ ଶାହାଙ୍କୁ କିଛି କହିଛନ୍ତି ବୋଲି ମନମୋହନ ସୂଚନା ଦେଇଛନ୍ତି। ତାହା ସାଙ୍ଗଠନିକ ବିଷୟରେ ବିସ୍ତୁତ ଆଲୋଚନ ହୋଇଛି । ଶ୍ରୀ ଜଗନ୍ନାଥ ପ୍ରସାଦ ସେବନ ପାଇଁ ଏକାଠି ହେବା ନେଇ ବୈଠକରେ  ମୁଖ୍ୟ ପ୍ରସଙ୍ଗ ଥିଲା । ତାହା ସହ ରାଜ୍ୟସଭା ନିର୍ବାଚନ ନେଇ କାହିଁକି ଆଲୋଚନା ହେବ ବୋଲି ମନମୋହନ କହିଛନ୍ତି

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL