Your cart is currently empty.


Return to shop

ଶକ୍ତି ସମୀକ୍ଷକ, ଆନନ୍ଦ ମହାପାତ୍ର

ମୋ: ୮୮୯୫୪୧୮୧୬୯

ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପ୍ରବଳମାତ୍ରାରେ ଖଣିଜ ଇନ୍ଧନ ଦହନ ହେବାଦ୍ଵାରା ବାୟୁମଣ୍ଡଳ ବିଶୃଙ୍ଖଳ ହୋଇ ଅସ୍ୱାଭାବିକ ଆଚରଣ କରୁଛି। ସେଥିପାଇଁ ଓଡିଶା, ଭାରତ ତଥା ପୃଥିବୀର ତାପମାତ୍ରା କ୍ଷୀପ୍ରଗତିରେ ବୃଦ୍ଧିହେବା ଘଟଣା ଓ ଦୁର୍ଘଟଣା ଗତ ପାଞ୍ଚବର୍ଷ ଅବଧିରେ ବ୍ୟକ୍ତିଗତ ସ୍ତରରେ ସମସ୍ତେ ଅନୁଭବ କରୁଛୁ। ତେଣୁ ଖଣିଜ ଇନ୍ଧନ ଦହନକୁ ବିରାମ ଦେଇ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଉପରେ ବିଶ୍ଵ ସମୁଦାୟ ପ୍ରାଥମିକତା ଦେଇ ଆସୁଛନ୍ତି। ଅକ୍ଷୟଶକ୍ତି ଉତ୍ପାଦନକୁ ବୃଦ୍ଧି କରିବାପାଇଁ ୨୦୧୧ରେ ଭାରତ ସରକାର ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ (SECI) ବା ସେକି ଗଠନ କଲେ। ଆମେରିକା ସରକାର ଅଭିଯୋଗ କରିଛନ୍ତି, ସେକି ମାଧ୍ୟମରେ ଆଦାନିର ଖେଳ ଓଡିଶାରୁ ଆରମ୍ଭ ଭାରତ ପାଇଁ କାଳ ହୋଇଛି। ସେଥିପାଇଁ ଆମେରିକା ସରକାର ବଳ ପ୍ରୟୋଗ କରି ଆଦାନି ନାମରେ ୱାରେଣ୍ଟ ଜାରି କରିଛନ୍ତି।

ଘଟଣାଟି ହେଉଛି ଏହିପରି। ସେକି, ୮୦୦୦ ମେଗାୱାଟ (୮ ଗିଗାୱାଟ) ସୋଲାର ପ୍ଳାଣ୍ଟ ପ୍ରତିଷ୍ଠା କରିବା ପାଇଁ ଟାରିଫ ଭିତ୍ତିକ ଖୋଲା ବଜାର ପ୍ରତିଯୋଗିତା ମୂଳକ ଟେଣ୍ଡର ପ୍ରକ୍ରିୟାରେ ଆଦାନି ଗ୍ରୀନ ଏନର୍ଜିକୁ ଚୟନ କଲେ ଓ ପ୍ଳାଣ୍ଟ ସ୍ଥାପନ ପାଇଁ ଅନୁମତି ଦେଲେ। ଉତ୍ପାଦିତ ବିଦ୍ୟୁତକୁ କ୍ରୟ କରିବା ପାଇଁ ସେକି-ଆଦାନି ଚୁକ୍ତି ସମ୍ପାଦନ କରାଗଲା।

 

                                                                                                                                                                       ଅଧିକ ପଢନ୍ତୁ…

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL