ବିଧାନସଭା ସମାଚାର

ଓଡ଼ିଶା ବିଧାନସଭା ରେ ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି

ଓଡ଼ିଶା ବିଧାନସଭା ରେ ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ନିକଟ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବି ଜେ ପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମନ୍ତ୍ରୀ ମଣ୍ତଳ ର ସଦସ୍ୟ ଗଣ ଓ ବିଧାୟକ ବୃନ୍ଦ ଉପସ୍ଥିତ ଅଛନ୍ତି ।
୯ ଡିସେମ୍ବର ୨୦୨୪

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL