ଓଡ଼ିଶା

ଜଳିଗଲା ଟ୍ରେଲର, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଂଶପାଳ: ହୁ ହୁ ହୋଇ ଜଳିଗଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଜଗମୋହନ୍ ପୁର ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ଠାରୁ ଗୋଟିଏ କି.ମି. ଦୁରରେ ଏକ ଟ୍ରେଲର ଜଳୁଛି । ଘଟଣାସ୍ଥଳରେ ତେଲକୋଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଅଛି । ଅଳ୍ପକେ ବର୍ତ୍ତିଲେ ଚାଳକ । କିଛିଦିନ ପୂର୍ବରୁ ରାଜପଥରେ ଜଳିଯାଇଥିଲା ୧୬ ଚକିଆ ଟ୍ରକ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା […]

ଓଡ଼ିଶା

ଗ୍ୟାସ ସିଲିଣ୍ଡର ପାଇଁ ଡିପୋରେ ଲମ୍ବା ଲାଇନ୍

ଭୁବନେଶ୍ବର: ବଢ଼ିଲା ଗ୍ୟାସ ଟେନସନ୍ । ପ୍ରଥମେ ଏଲପିଜି ସିଲିଣ୍ଡର ରେଟ୍ ବଢ଼ିଲା ।  ଏବେ ମିଳୁନି ।  ହାଣ୍ଡିଶାଳକୁ ଗ୍ୟାସ ଚଡ଼କ ।  ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍ । ରାଜଧାନୀ ଭୁବନେଶ୍ବରରେ ଏହି ସ୍ଥିତି ।  ଗତକାଲି ରାତିରୁ ଲାଗି ରହିଛି ଲମ୍ବା ଧାଡି । ଗ୍ୟାସ ସିଲିଣ୍ଡରେ ନେବାକୁ ଜଗି ରହିଛନ୍ତି ଗ୍ରାହକ । ଭୁବନେଶ୍ବର ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ରୋଷେଇ […]

ଓଡ଼ିଶା

ଖାଦ୍ୟ ପାଇଁ ଗାଁ ମୁହାଁ ଭାଲୁ ପଲ

ଆନନ୍ଦପୁର: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ଅଗଣାରେ ଘୁରି ବୁଲିଲେ ୫ଟି ଜଙ୍ଗଲୀ ଭାଲୁ । ଗତକାଲି ବିଳମ୍ବିତ ରାତିରେ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ସ୍ଥାନୀୟ ପୁରୁଣାବାନ୍ଧଗୋଡା ଗ୍ରାମର ପ୍ରକାଶ ନାୟକଙ୍କ ଘର ଅଗଣାରେ ୫ଟି ଜଙ୍ଗଲି ଭାଲୁ ପଶି ଏଣେତେଣେ ବୁଲୁଥିଲେ । କୁକୁର ଭୋକିବା ଶୁଣି ନିଦରୁ ଉଠି ପଡିଲେ ପରିବାର ଲୋକେ । ଅଗଣାରେ ଭାଲୁପଲକୁ ଦେଖି […]

ଓଡ଼ିଶା

ଟ୍ରେନରେ କଟି ୨ ମୃତ

ଜଳେଶ୍ବର: ଟ୍ରେନ୍ ରେ କଟି ୨ ମୃତ । ବାଲେଶ୍ବର ଜଳେଶ୍ବର ଅନ୍ତର୍ଗତ ବାଘାବାଳି ରେଳ ଫାଟକ ନିକଟରେ ଧକ୍କା ଦେଲା ଟ୍ରେନ୍ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଗତକାଲି ରାତିରେ ରେଳ ଧାରଣା ପାର ହେଉଥିବାବେଳେ ଉଭୟଙ୍କୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ […]

ଓଡ଼ିଶା

୪ ଲକ୍ଷ ନଗଦ ଟଙ୍କା ସହ ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ବାଲେଶ୍ୱର: ରାଜ୍ୟରେ ଏବେ ବି ଥମିନି ଗଞ୍ଜେଇ ଚାଲାଣ। ବାଲେଶ୍ୱର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି ୨ ବେପାରୀ। ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ ୭୫ କିଗ୍ରା ଗଞ୍ଜେଇ ଓ ନଗଦ ୪ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଦୁମଦୁମା ଥାନା ରଘୁନାଥ ନଗରର କାହ୍ନୁ […]

ଓଡ଼ିଶା

୧୫ରୁ ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬

ଭୁବନେଶ୍ୱର: ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟ, କୋଲକାତାଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ଜାତୀୟ

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ପାଟନା: ବିଜେପି ରାଜ୍ୟସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଆଜି ଏ ନେଇ ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି। ଯାହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାକୁ ଉତ୍ତମ ଉପାୟରେ ପରିଚାଳନା କରାଯାଇପାରିବ। ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭିଙ୍କୁ ହରିୟାଣା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କରାଯାଇଛି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ତଦାରଖ କରିବା ପାଇଁ […]

ଜାତୀୟ

ପଶ୍ଚିମ ଏସିଆର ପରିସ୍ଥିତି ନେଇ ରାଜ୍ୟସଭାକୁ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏକ ହଙ୍ଗାମା ସହିତ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ପଶ୍ଚିମ ଏସିଆର ପରିସ୍ଥିତି ଏବଂ ସେଠାକାର ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ରାଜ୍ୟସଭାକୁ ସୂଚନା ଦେଇଥିଲେ। କହିଛନ୍ତି, “ଆମ ସରକାର ଫେବୃଆରୀ ୨୦ ରେ ଏକ ବିବୃତ୍ତି ଜାରି କରି ଗଭୀର ଚିନ୍ତା ପ୍ରକାଶ କରିଥିଲା । ​​ଏବଂ ସମସ୍ତ ପକ୍ଷଙ୍କୁ ଜଣାଇ ଦେଇଥିଲା। ଆମେ ବିଶ୍ୱାସ କରୁଛୁ ଯେ ଉତ୍ତେଜନା […]

ଜାତୀୟ

ଆରବ ରାଷ୍ଟ୍ରଗୁଡିକ ଉପରେ ଇରାନର ଆକ୍ରମଣକୁ ଆରବ ଲିଗ୍‌ର ନିନ୍ଦା

କାଏରୋ: ଆରବ ରାଷ୍ଟ୍ରଗୁଡିକ ଉପରେ ଇରାନର ଆକ୍ରମଣକୁ ଆରବ ଲିଗ୍ ମୁଖ୍ୟ ନିନ୍ଦା କରିଛନ୍ତି। ଆରବ ଲିଗ୍ ମହାସଚିବ ଅହମ୍ମଦ ଆବୌଏଲ୍ କହିଛନ୍ତି ଯେ ପଡ଼ୋଶୀ ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ କରି ଇରାନ ଏକ ବଡ ରଣନୈତିକ ଭୁଲ୍ କରୁଛି। ତେଣୁ ଇରାନକୁ ତୁରନ୍ତ ଏହି ଆକ୍ରମଣ ବନ୍ଦ କରିବାକୁ ସେ ଚେତାବନୀ ଦେଇଛନ୍ତି। ସେ ଇରାନର ପଦକ୍ଷେପକୁ ବେପରୁଆ ବୋଲି ଅଭିହିତ କରିଛନ୍ତି। ଆରବ ଦେଶଗୁଡ଼ିକ ଏହି ଯୁଦ୍ଧରେ ପକ୍ଷ ନୁହନ୍ତି, କିନ୍ତୁ ଇରାନ […]

ଜାତୀୟ

ସ୍ବଦେଶ ଫେରିଲେଣି ମଧ୍ୟପ୍ରାଚ୍ୟରେ ଅଟକି ଥିବା ୫୨ ହଜାର ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୫୨ ହଜାର ନାଗରିକ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ମଧ୍ୟପ୍ରାଚ୍ୟର କେତେକ ରାଷ୍ଟ୍ର ସେମାନଙ୍କର ଆକାଶସୀମାକୁ ଆଂଶିକ ଖୋଲା ରଖିବା ଫଳରେ ଏହି ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫେବୃଆରୀ ୨୮ରେ ଯୁଦ୍ଧ ଲାଗିବା ପରେ ଏହି ରାଷ୍ଟ୍ରରେ ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଜରୁରୀ କାର୍ଯ୍ୟ ବ୍ୟତୀତ ବାହାରକୁ ନ ବାହାରିବାକୁ ସେମାନଙ୍କୁ […]

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL