ଓଡ଼ିଶା

କୋର୍ଟରେ ପଶି ଲୁଟିନେଇ ଜବତ ସୁନାଅଳଙ୍କାର ଓ ବନ୍ଧୁକ

ସୋର : କୋର୍ଟରେ ପଶିଲେ, ଲୁଟିନେଇ ଗଲେ । ସୋର ସିଭିଲ କୋର୍ଟରେ ପଶି କଳାକନା ବୁଲାଇଲେ ଚୋର । ଲୁଟିନେଲେ ଷ୍ଟୋର ରୁମରେ ଜବତ ହୋଇଥିବା ସୁନାଅଳଙ୍କାର, ବନ୍ଧୁକ ।  ସୂଚନାଯୋଗ୍ୟ , କେତବେଳେ ଜେଲରୁ କଏଦୀ ଫେରାର । କେତବେଳେ କୋର୍ଟରୁ ହେଉଛି ଚୋରି। ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳୁଛି ଏପରି ଦୃଶ୍ୟ ।

ସପ୍ତାହେ ପୂର୍ବରୁ ସୋର ଜେଲରୁ କଏଦୀ ଫରାର ହୋଇଯାଇଥିଲ ।  ଆଜି ସୋର କୋର୍ଟରେ ପଶି ଷ୍ଟୋର ରୁମରୁ ଜବତ ସୁନାଅଳଙ୍କାର, ବନ୍ଧୁକ ଲୁଟିନେଇଛନ୍ତି ଦୁର୍ବୃତ୍ତ। ଷ୍ଟୋର ରୁମର କ୍ୟାମେରା ମଧ୍ୟ ଭାଙ୍ଗି ଦେଇଛନ୍ତି ଚୋର ।  ଚୋରି ପରେ ସାଇଣ୍ଟିଫିକ ଟିମ୍ ସନ୍ଧାନି କୁକୁର ସହାୟତାରେ ତଦନ୍ତ କରୁଛି ପୋଲିସ ।  ଖବର ଲେଖା ହେବା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL