ଓଡ଼ିଶା

ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର, ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ

ଭୁବନେଶ୍ବର: ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର । ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଗୋଟିଏ ବାଘ ଛାଲ ଜବତ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରର ଏକ ତାରକା ହୋଟେଲ କଡ଼ରେ ଡିଲ ବେଳେ ଧରାପଡ଼ିଛି ଏହି ରାକେଟ । ରୋହିତ ମହାପାତ୍ର ନାମକ ଜଣେ କଣ୍ଟ୍ରାକ୍ଟର ଜରିଆରେ ଡିଲ ବେଳେ ଦୁଇ ବିଟେକ ଛାତ୍ରଙ୍କ ସହ ମୋଟ ତିନି ଜଣ ଧରାପଡିଛନ୍ତି । ଟ୍ବିନିସିଟିରେ ବାଘ ଛାଲ ରାକେଟ ପଛରେ ଏକ ବଡ଼ ରାକେଟ କାମ କରୁଥିବା ସଂଦେହ କରୁଛି କମିଶନରେଟ ପୋଲିସ । ରାଉରକେଲା ଯାଏ ଏହାର ଚେର ଲମ୍ବିଥିବା ପୋଲିସ କମିସନର ସୂଚନା ଦେଇଛନ୍ତି । ଏନେଇ ରିମାଣ୍ଡରେ ନେଇ ପଚରାଉଚରା ପରେ ରାକେଟର ଖୁଲାସା ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL