ଓଡ଼ିଶା

ବରିଷ୍ଠ ନାଗରିକଙ୍କଠାରୁ ଦେଢ କୋଟି ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଡିଜିଟାଲ ଆରେଷ୍ଟ କରି ଦେଢ କୋଟି ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସାଇବର ଠକମାନେ ଡିଜିଟାଲ ଆରେଷ୍ଟ କରି ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଏହି ଅର୍ଥ ଲୁଟି ଥିବା ସାଇବାର ଥାନାରେ ଅଭିଯୋଗ ହୋଇଛି । ସାଇବାର ଠକମାନେ କଷ୍ଟମ୍‌ ବିଭାଗ ଅଧିକାରୀ ବୋଲି ପରିଚୟ ଦେଇ ବରିଷ୍ଠ ନାଗରିକଙ୍କୁ ମନି ଲଣ୍ଡ୍ରିଂ ହୋଇଥିବା କହି ଡିଜିଟାଲ ଆରେଷ୍ଟ କରିଥିଲେ । ୧୦ଦିନ ଧରି ସାଇବାର ଠକ ସଂପୃକ୍ତ ବରିଷ୍ଠ ନାଗରିକଙ୍କୁ ଗୃହବନ୍ଦୀ କରି ରଖିଥିଲେ । ୨ଟି ପର୍ଯ୍ୟାୟରେ ଦେଢ କୋଟି ଟଙ୍କା ଲୁଟିଥିଲେ ସାଇବାର ଠକ । ଏହାପରେ ବରିଷ୍ଠ ନାଗରିକ ଜଣଙ୍କ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL