ଓଡ଼ିଶା

ନକଲି ଘିଅ କାରଖାନାରେ ଚଢଉ

କଟକ : ପୁଣି ନକଲି କାରଖାନା । ଲୋଗୋ ଅସଲି , ଜିନିଷ ନକଲି । କଟକ ସଦର ଥାନା ବାଲିକୁଦାରେ ନକଲି ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନା ଚାଲୁଥିବା ଖବର ପାଇ କଟକ CMC ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଘିଅ ଓ ତିଆରି ସାମଗ୍ରୀ ଜବତ କରାଯାଇଛି ।

ବିଭିନ୍ନ ନାମୀ, ଦାମୀ କମ୍ପାନୀର ନକଲି ଘିଅ, ଖାଲି ପ୍ୟାକେଟ ଓ ଡବା ଜବତ ହୋଇଛି। ନମୁନା ସଂଗ୍ରହ ସହ କମ୍ପାନୀକୁ ସିଲ୍ କରି ସିଏମସି ପକ୍ଷରୁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL