ଓଡ଼ିଶା

ଗାଁ ପଡିଆରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା କୋଣାର୍କ ପୋଲିସ

ଭୁବନେଶ୍ବର: ଗାଁ ପଡିଆରେ ଅର୍ଦ୍ଧଦଗ୍ଧ ମୃତଦେହ । କୋଣାର୍କ ଥାନା ରଇତିସାହି ଗାଁ ପଡିଆରେ ପଡିଛି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ।  ଗାଁ ଲୋକେ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ ।  ତେବେ ଯୁବକ ଜଣକ କିଏ ତାଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ପାଦରେ ଚପଲ ରହିଛି । ମୃତଦେହ ପାଖରେ ପଡିଛି ରକ୍ତଛିଟା । ମୃତଦେହ ପଡିଥିବା ସ୍ଥାନରେ କାର ଚକା ଚିହ୍ନ ରହିଛି ।  ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି ।  ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

ସନ୍ଦେହ ଘେରରେ ଧଳା କାର୍ ।  ସିସିଟିଭିରେ କଏଦ କାର ରାତି ପ୍ରାୟ ୧୨ଟା ୮ରେ ବାଲିଦୋକାନରୁ ତଣ୍ଡାହାର ପଟକୁ ଯାଉଥିବା ସିସିଟିଭିରେ କଏଦ ହୋଇଛି ।  କୋଣାର୍କରେ ଚାଞ୍ଚଲ୍ୟ ।  ରଇତିସାହି ଗାଁ ପଡିଆରେ ପଡିଛି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ।  ଗାଁ ଲୋକେ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ ।  ତେବେ ଯୁବକ ଜଣକ କିଏ ତାଙ୍କ ପରିଚୟ ମିଳିପାରିନାହିଁ। ତାଙ୍କ ପାଦରେ ଚପଲ ରହିଛି ।  ମୃତଦେହ ପାଖରେ ପଡିଛି ରକ୍ତଛିଟା ।  ମୃତଦେହ ପଡିଥିବା ସ୍ଥାନରେ କାର ଚକା ଚିହ୍ନ ରହିଛି ।  ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରୁଛି ।  ସାଇଣ୍ଟିଫିିକ୍ ଟିମ୍ ପହଞ୍ଚିଲେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL