ଓଡ଼ିଶା

ନୂଆ ରୂପ ନେବ ୟୁନିଟ ୪ ମାଛ ମାର୍କେଟ, ଯୋଜନା ପ୍ରସ୍ତୁତ

ଭୁବନେଶ୍ବର: ବଦଳିବ ୟୁନିଟ ୪ ମାଛ ମାର୍କେଟର ରୂପରେଖ ।  BMC ମେୟର, କମିଶନର , ଅଧିକାରିଙ୍କ ସମୀକ୍ଷା ।  ପ୍ରସ୍ତୁତ ହେଲା ପ୍ଲାନ, ଆସିଲା ନୂଆ ଡିଜାଇନ।  ନୂଆ ଦୋକାନ, ପାର୍କିଂ, ସ୍ଲଟର ହାଉସ, ନୂଆ ରାସ୍ତା ତିଆରି ହେବ ।  ହାଟ ଭିତରେ ଭଙ୍ଗାଜିବ ବେଆଇନ୍ ଘର ।  ଦୀର୍ଘବର୍ଷ ହେବ ୟୁନିଟ ୪ ମାର୍କେଟ ରେ ପାର୍କିଂ ସମସ୍ୟା ରହିଛି ।

ରାସ୍ତା କଡ଼ରେ ପାକିଂ ହେଉଥିବାରୁ ସମସ୍ୟା ହେଉଛି ।  ପ୍ଲାନ୍ ପ୍ରସ୍ତୁତ ପରେ ଯଥା ଶିଘ୍ର ଆରମ୍ଭ ହେବ ଉଚ୍ଛେଦ ପ୍ରକ୍ରିୟା ।  ଉଚ୍ଛେଦ ପରେ ଆରମ୍ଭ ହେବ ନିର୍ମାଣ କାମ ।  ଜବରଦଖଲକାରୀଙ୍କୁ ତାଗିଦ କରିଛି BMC ।  ଶିଘ୍ର ଦୋକାନ ଦୋକାନ ଛାଡିବା ପାଇଁ କହିଛନ୍ତି ବିଏମସି ମେୟର ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL