କଟକ: କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଛି । ସମ୍ପୃକ୍ତ ୩୩ ଜଣଙ୍କ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚିଛନ୍ତି । ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଆସାମୀଙ୍କ ଗାଁରେ ଡେଙ୍ଗୁରା ବଜାଇ ଓ ମାଇକରେ ସତର୍କ କରାଇଛି ପୋଲିସ ।
୩୩ ୱାରେଣ୍ଟଙ୍କୁ ପଳାତକ ଘୋଷଣା କଲା କଟକ ଜିଲ୍ଲା ପୋଲିସ








