ଓଡ଼ିଶା

ଡ୍ରେନରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର:  ସମ୍ବଲପୁରରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ।  ଅଇଁଠାପାଲି ଥାନା ଶାନ୍ତି ନଗରରେ ଡ୍ରେନରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ମେଡିକାଲକୁ ପଠାଇଛି  ।  ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

ନାବାଳିକା ଜଣକ ସକାଳେ ନିଜ ସ୍କୁଟି ଧରି କେଉଁଆଡେ ଯିବା ପାଇଁ ବାହାରିଥିଲେ ।  ତେବେ ଘରୁ ବାହାରିବା ସମୟରେ ଘର ସମ୍ମୁଖରେ ଥିବା ଡ୍ରେନ ରେ ଗାଡି ସହ ଗଳି ପଡ଼ିଥିଲେ ।  ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି ।  ତେବେ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୁତ କାରଣ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL