ଓଡ଼ିଶା

ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବସ ସେବା

ଭୁବନେଶ୍ବର:  ସ୍କୁଲ ପିଲାଙ୍କୁ ମାଗଣାରେ ବସ ସେବା । ଛାତ୍ର ଛାତ୍ରୀ ଏବେ ମାଗଣାରେ ସ୍କୁଲ ଯାଇପାରିବେ । ଏ ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଆଗତ ପ୍ରସ୍ତାବକୁ ଅନୁମୋଦନ କଲେ ସରକାର । ସ୍କୁଲ ପିଲା ଯାଇ ପାରିବେ ଉଭୟ ଏସି ଓ ନନ ଏସି ବସରେ । ସ୍କୁଲରେ ଛାତ୍ର ଡ୍ରପ ଆଉଟ ହାର କମାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନା ନାମରେ ମିଳିବ ଏହି ସେବା । ତେବେ ବସରେ ଯାତ୍ରା ବେଳେ ପିଲାଙ୍କୁ ସ୍କୁଲ ଡ୍ରେସ ଓ ଆଇ କାର୍ଡ ପିନ୍ଧିବାକୁ ପଡିବ । ସର୍ବାଧିକ ସ୍କୁଲ ଥିବା ରୁଟରେ ଏହି ନିୟମ କାର୍ଯ୍ୟକାରୀ କରିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL