ଜାତୀୟ

ଅନେକ କୋର୍ଟକୁ ବୋମା ଧମକ, ଯାଞ୍ଚ ଆରମ୍ଭପାଟନା : ପାଟନା ସହିତ ବିହାରର ଅନେକ ସିଭିଲ କୋର୍ଟକୁ ବୋମା ଧମକ ମିଳିଛି । କିଶନଗଂଜ ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଗୟାଜୀ ସିଭିଲ କୋର୍ଟକୁ ମଧ୍ୟ ଧମକ ମିଳିଛି । ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ଲୋକ । ତୁରନ୍ତ ଜିଲ୍ଲା ଜଜ କୋର୍ଟ ପରିସରକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୋମା ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରିଦିଆଯାଇଛି । ଇମେଲ ଜରିଆରେ ୩ଆରଡିଏକ୍ସ ଆଇଇଡି ଜରିଆରେ ସିଭିଲ କୋର୍ଟ ପାଟନାକୁ ବୋମା ଧମକ ମିଳିଛି । ବୋମା ନିଷ୍କ୍ରିୟ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ଘଟଣା ସ୍ଥଳରେ ପହଞ୍ଚିଉନ୍ତି । ସେହିପରି କେରଳର କୋର୍ଟକୁ ବୋମା ଧମକ ମିଳିଛି । ଓଡିଶାରେ ମଧ୍ୟରେ ୩ ଟି କୋର୍ଟକୁ ବୋମା ଧମକ ମିଳିଛି । କଟକ ହାଇକୋର୍ଟ, ସମ୍ବଲପୁର କୋର୍ଟ ଏବଂ ଦେବଗଡ଼ କୋର୍ଟକୁ ବୋମା ଧମକ ମିଳିଛି ।

ପାଟନା : ପାଟନା ସହିତ ବିହାରର ଅନେକ ସିଭିଲ କୋର୍ଟକୁ ବୋମା ଧମକ ମିଳିଛି । କିଶନଗଂଜ ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଗୟାଜୀ ସିଭିଲ କୋର୍ଟକୁ ମଧ୍ୟ ଧମକ ମିଳିଛି । ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ଲୋକ । ତୁରନ୍ତ ଜିଲ୍ଲା ଜଜ କୋର୍ଟ ପରିସରକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୋମା ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରିଦିଆଯାଇଛି । ଇମେଲ ଜରିଆରେ ୩ଆରଡିଏକ୍ସ ଆଇଇଡି ଜରିଆରେ ସିଭିଲ କୋର୍ଟ ପାଟନାକୁ ବୋମା ଧମକ ମିଳିଛି । ବୋମା ନିଷ୍କ୍ରିୟ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ଘଟଣା ସ୍ଥଳରେ ପହଞ୍ଚିଉନ୍ତି ।

ସେହିପରି କେରଳର କୋର୍ଟକୁ ବୋମା ଧମକ ମିଳିଛି । ଓଡିଶାରେ ମଧ୍ୟରେ ୩ ଟି କୋର୍ଟକୁ ବୋମା ଧମକ ମିଳିଛି । କଟକ ହାଇକୋର୍ଟ, ସମ୍ବଲପୁର କୋର୍ଟ ଏବଂ ଦେବଗଡ଼ କୋର୍ଟକୁ ବୋମା ଧମକ ମିଳିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL