ଓଡ଼ିଶା

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଅନୁଗୁଳ  : ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ ।  ଅନୁଗୁଳ ଆଠମଲ୍ଲିକ ତୁସର ଆରଆଇ ସୁରେନ୍ଦ୍ର ଦାଶ ।  ଏକ ଜମି ଡିମାର୍କେସନ ପାଇଁ ମାଗିଥିଲେ ଲାଞ୍ଚ ।  ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ।  ପ୍ରଥମେ ୨ ହଜାର ଟଙ୍କା ନେଇଥିଲେ ।  ବକେୟା ଲାଞ୍ଚ ୮ ହଜାର ଟଙ୍କା ମାଗିଥିଲେ ଆରଆଇ ।  ପରେ ୬ ହଜାର ଟଙ୍କାକୁ ଖସିଥିଲେ ।  ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।  ଟ୍ରାପ ପରେ ଆରଆଇଙ୍କ ତିନୋଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL