ଓଡ଼ିଶା

ପୁତୁରାର କଟୁରୀ ଚୋଟରେ ବଡବାପା ମୃତ

ମୟୁରଭଞ୍ଜ: ମୟୁରଭଞ୍ଜରେ ଘଟିଛି ଅଭବନୀୟ ଘଟଣା । ବଡ଼ବାପାକୁ ହାଣି ମାରିଦେଲା ମାନସିକ ବିକାରଗ୍ରସ୍ତ ପୁତୁରା ।
ମୟୁରଭଞ୍ଜରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବଡବାପାକୁ ହାଣି ଜୀବନ ନେଲା ପୁତୁରା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କରଡିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । କରଡିଆ ଗାଁରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ନିଜ ବଡବାପାଙ୍କୁ ହାଣି ଦେଇଛି । ଫଳରେ ବଡବାପାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚୁରା କରୁଛି କରଞ୍ଜିଆ ଥାନା ପୁଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL