ଓଡ଼ିଶା

ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ଜବତ, ୭ ମତ୍ସ୍ୟଜୀବୀ ଗିରଫ

ମହାକାଳପଡ଼ା : ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟରଣ୍ୟ ଗଭୀର ସମୁଦ୍ରରେ ଏକ କୁଳିଆ ମୁହାଁଣ ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ମାଆ ବlସୁଳେଇ -୨ ନାମକ ବୋଟ ସହ ୭ ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି ଶାସନିପେଟା ବନବିଭାଗ । କଇଁଛ ସୁରକ୍ଷା ପାଁଇ ବନ ବିଭାଗର ପାଟ୍ରୋଲିଂ ବେଳେ ସେମାନେ ଧରାପଡିଛନ୍ତି । ବେଆଇନ ବୋଟ ଧରାଯିବା ସହ ୫୦ କିଲୋ ମାଛ, ଜାଲ ଓ ଜିପିଏସ ଜବତ ହୋଇଛି । ସମସ୍ତ ମତ୍ସ୍ୟଜୀବୀ ବାଲେଶ୍ୱର ଅଂଚଳର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL