ଭୁବନେଶ୍ବର: ଚଳିତ ବର୍ଷ ଅନ୍ଲାଇନ୍ ହୋଇପାରେ ଯୁକ୍ତ ୨ ପରୀକ୍ଷା ଖାତା ଦେଖା। ଏଥିପାଇଁ କଳା ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଚୂଡାନ୍ତ ପାଇଁ ବଜେଟ ଫାଇନାଲ ହୋଇନାହିଁ। ବଜେଟ ମଞ୍ଜୁର ହେଲେ ସେ ଦିଗରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ସେହିଭଳି ଅନ୍ଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କରାଯିବ। ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ। ଟାଇମ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ, ବିଭାଗ ଯୋଜନା କରୁଛି, ପ୍ରସ୍ତାବ ଯାଇଛି । ଆପ୍ରୁଭାଲ ମିଳିଲେ କାର୍ଯ୍ୟକାରୀ ହେବ।









