ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ନବନିର୍ମାଣ ଯୁବ ସଙ୍ଘ 

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇ ନେଲା ପୋଲିସ  ।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହିତ ପରିବହନ ମନ୍ତ୍ରୀଙ୍କ ବାସଗୃହ ଘେରାଉ ପାଇଁ ଉଦ୍ୟମ କରୁଥିଲେ ନବନିର୍ମାଣ ଯୁବଛାତ୍ର ସଂଗଠନ ଓଡ଼ିଶା  ।  ପୂର୍ବ ଜରିମାନକୁ ରଦ୍ଦ କରାଯିବା ସହିତ ପଲ୍ୟୁସନ ନାଁରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବନ୍ଦ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ନବନିର୍ମାଣ ଯୁବ ସଙ୍ଘ  ।  ବଡ ବଡ଼ କଂପାନୀକୁ ସରକାର ସହାନୁଭୂତି ଦେଖାଉଛି   ।  ଭୋଟରେ ଜବାବ ଦିଆଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନ ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL