ଓଡ଼ିଶା

କନ୍ଧମାଳରେ ଅସମ୍ଭାଳ ଜାଡ଼, ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି : ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି ।  କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳରେ ହଠାତ୍ କିଛି ଦିନ ହେଲା ପାରଦ ପୁଣି ତଳମୁହାଁ  ।  କୋହଲା ପବନ ସାଙ୍ଗକୁ ଅସହ୍ୟ ଜାଡ ଅନୁଭୂତ ହେଉଛି ।  ଗତକାଲି ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା୨.୬ ରହିଥିବା ବେଳେ ଫୁଲବାଣୀରେ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ଜଣାପଡିଛ ।

ହାଡ଼ ଭଙ୍ଗା ଶୀତରୁ ରକ୍ଷା ପାଇଁ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଲୋକେ ନିଆଁ ପୋଉଁଛନ୍ତି । କୋହଲା ପବନ ସାଙ୍ଗକୁ ପ୍ରବଳ ଶୀତ ଯୋଗୁଁ ଲୋକମାନେ କଲବଲ ହେଉଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL