କେନ୍ଦୁଝର: ଚାଲିଛି ଅପରେସନ୍ ଗୋରକ୍ଷା । ଏହି ସମୟରେ ଅଭିଯୁକ୍ତଙ୍କ ଘରୁ ଓ ଆକାଉଣ୍ଟରୁ ପୁଳା ପୁଳା ଟଙ୍କା ମିଳୁଛି । ଶନିବାର କେନ୍ଦୁଝର ସଦର ଥାନା ଅଧିକାରୀ ଅମିତ ଭୂୟାଁଙ୍କ ନେତୃତ୍ବରେ ଏକ ଟିମ୍ ସହରର ଦୁଢ଼ିଆଛକ ଓ ରାଙ୍କି ଗାଁରେ ଗୋରୁ ମାଫିଆଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ତପନ ଘରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଗୋରୁ ମାଫିଆଙ୍କ ଘରେ ରେଡ୍, ସାଢେ ୪ କୋଟି ଟଙ୍କା ଠାବ








