ଓଡ଼ିଶା

PUCC ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ

ଭୁବନେଶ୍ୱର : ଜରିମାନା ନ ଭରିଲେ ପଲ୍ୟୁସନ ସାର୍ଟିଫିକେଟ ମିଳିବ ନାହିଁ ବୋଲି ରହିଛି କ୍ଷମତା ।  ମୋଟର ଭେହିକଲ ଆଇନ ୧୬୭ ଧାରା ଅନୁଯାୟୀ ଏହି କ୍ଷମତା ମିଳିଥିବା ପରିବହନ କମିଶନରଙ୍କ ପକ୍ଷରୁ ଯୁକ୍ତି । ଏହାକୁ ଗ୍ରହଣ କଲେ ନାହିଁ ହାଇକୋର୍ଟ ।  ଏ ନେଇ ବାହାନ ପୋର୍ଟାଲ ସଂଶୋଧନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।  ସଂଶୋଧନ କରି ସତ୍ୟପାଠ ଦାଖଲ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ।  ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ।  PUCC ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ ।  ପ୍ରତ୍ୟାହୃତ ହୋଇଥିବା ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL