ଜାତୀୟ

ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୭.୮ ଲକ୍ଷ କୋଟି ଟଙ୍କାର ବଜେଟ, ସେନାର ହେବ ଆଧୁନିକରଣ

ନୂଆଦିଲ୍ଲୀ : ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କର ବଜେଟ୍ ଭାଷଣ ୮୫ ମିନିଟ୍ ରହିଥିଲା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୭.୮ ଲକ୍ଷ କୋଟି ଟଙ୍କାର ବଜେଟ୍ ଘୋଷଣା କରିଛନ୍ତି । ଏଥିରୁ ୨.୧ ଲକ୍ଷ କୋଟି ସେନାର ଆଧୁନିକୀକରଣ ପାଇଁ ବ୍ୟବହାର କରାଯିବ । ରାଫେଲ ଫାଇଟର ଜେଟ୍ସ, ସବମରିନ୍ସ ଏବଂ ୟୁଏଭି ଡ୍ରୋନ ଭଳି ଅନେକ ଡିଲ୍ ଲାଇନ ହୋଇ ରହିଛି ।

ପରମାଣୁ ଉର୍ଜା ପରିଯୋଜନାକୁ ବିସ୍ତାର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଅର୍ଥମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL