ଓଡ଼ିଶା

ଆଇସକ୍ରିମ ଖାଇ ୧୮ ଅସୁସ୍ଥ

ବାଙ୍କୀ : ଆଇସକ୍ରିମ ଖାଇବା ପରେ ୧୮ରୁ ଅଧିକ ପିଲା ଅସୁସ୍ଥ  ।  ବାଙ୍କୀର କିଆପଲା ପଞ୍ଚାୟତ କୁମୁସର ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ଆଇସକ୍ରିମ ଖାଇଥିଲେ ପିଲା । ଗାଁରେ ବୁଲା ବିକାଳୀଠାରୁ ଆଇସକ୍ରିମ ଖାଇଥିଲେ  ।  ଆଇସକ୍ରିମ ଖାଇବା ପରେ ପାଟି ଓ ଜିଭରେ ଘା’ ହୋଇଥିଲା  ।  ସବୁ ଅସୁସ୍ଥ ପିଲା ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଗ୍ରାମ ପଞ୍ଚାୟତର କୁମୁସର୍ ଗାଆଁରେ ଘଟିଛି  ଅଘଟଣ । ବାଙ୍କୀ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା କରୁଛି ପୋଲିସ । ସେପଟେ ଆଇସିକ୍ରୀମ ବିକାଳୀକୁ ଗ୍ରାମରେ  ଅଟକ ରଖି ପୋଲିସ କୁ ଖବର ଦେଇଛନ୍ତି  ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL