କଟକ: ଏଣିକି କଟକରେ ଆଉ ରହିବନି ଟ୍ରାଫିକ୍ ସମସ୍ୟା। ଏହାର ସମଧାନ ପାଇଁ ନିର୍ମାଣ ହେବ ଆଉଟର ରିଙ୍ଗ୍ରୋଡ୍। ଏନନେଇ ଚାଲିଛି ବଡ଼ ଯୋଜନା। ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ରିଙ୍ଗ୍ରୋଡ୍ ନିର୍ମାଣ ନେଇ ସରକାର ଯୋଜନା କରିଛନ୍ତି। ଏଥିସହ କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍ କରିବା ନେଇ ସର୍ଭେ ହେବ। ସବୁ ରାଜ୍ୟ ରାଜପଥକୁ ୪ ଲେନ୍ କରିବା ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
କଟକରେ ନିର୍ମାଣ ହେବ ଆଉଟର ରିଙ୍ଗ୍ରୋଡ୍, ରହିବନି ଟ୍ରାଫିକ୍ ସମସ୍ୟା








