ଓଡ଼ିଶା

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ରୁ ଅଧିକ ପଦବୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ୪୮୫ପଦବୀ । ୧୨ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡିଛି ୯୪ହଜାର ୪୮୫ପଦବୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ହଜାର ୨୮୯ ପଦବୀ ଖାଲି ପଡିଥିବା ସୂଚନା ମିଳିଛି । ଗୃହ ବିଭାଗରେ ୧୬ହଜାର ୩୨, ସ୍ୱାସ୍ଥ୍ୟରେ ୧୦ହଜାର ୪୫୭ ପଦବୀ ଖାଲି ପଡିଛି । ୧୨/୦୪/୨୦୨୪ତାରିଖରୁ ୧୨/୦୨/୨୦୨୬ ମଧ୍ୟରେ ୩୯ହଜାର ୫୦୫ ନିଯୁକ୍ତି ସରିଛି । ଆଜି ବିଧାନସଭାରେ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁ୍‌ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL