ଭୁବନେଶ୍ବର : ଡ୍ରେନ୍ କାମ ବେଳେ ଅଘଟଣ । ଭୁବନେଶ୍ବର ବଡ଼ଗଡ଼ ଭୋଇସାହିରେ ଡ୍ରେନ କାମ ବେଳେ ଭୁଶୁଡ଼ିଲା କାନ୍ଥ । କାନ୍ଥ ଭୁଶୁଡି ଦୁଇଜଣଙ୍କ ମୃତ୍ୟୁ । ଅନ୍ୟ ୩ ଜଣ ଗୁରୁତର । ମୃତକ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଡ୍ରେନ କାମ ବେଳେ କାନ୍ଥ ଭୁଶୁଡ଼ି ୨ ମୃତ









