ଓଡ଼ିଶା

ଟୋକନ ଅବଧି ସରିଗଲେ ମିଳିବ ଆହୁରି ୧୫ ଦିନ ସମୟ

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ବିଜେଡିର ଚାଷୀ ବଞ୍ଚାଓ ସମାବେଶର ଦିନକ ପରେ ମୁହଁ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଚାଷୀଙ୍କର ସମସ୍ତ ଧାନ କିଣା ଯିବ । କେହି ମଧ୍ୟ ବାଦ୍ ପଡିବେ ନାହିଁ । ଟୋକନ ଅବଧି ସରିଗଲେ ମଧ୍ଯ ଆହୁରି ୧୫ ଦିନ ବଢାଯିବ । ଚାଷୀମାନେ ବିନା ଅସୁବିଧାରେ ଧାନ ବିକ୍ରି କରିପାରିବେ । ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL