ଓଡ଼ିଶା

ଆତ୍ମସମର୍ପଣ କଲେ ୧୨୪ ମାଓବାଦୀ

ମାଲକାନଗିରି : ମାର୍ଚ୍ଚ ୩୧ ପୂର୍ବର ସମାପ୍ତ ହେବ ଲାଲଗଡ଼ । ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ୧୨୪ଜଣ ମାଓବାଦୀ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଉପସ୍ଥିତିରେ ମାଓବାଦୀମାନେ ଆତ୍ମସମର୍ପଣ କରିବାନେଇ ସୂଚନା ରହିଛି  ।  ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ପିଏଲଜିଏ ବାହିନୀ ତଥା ମାଓ ସଂଗଠନର ସଚିବ ଦେବଜୀଙ୍କ ଦଳର ସଦସ୍ୟ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL