ଓଡ଼ିଶା

ଦୁଇ ଦିନ ପରେ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

ଅନୁଗୁଳ : ପାଲଲହଡ଼ାରେ ନିର୍ମମ ହତ୍ୟା । ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ଅନୁଗୁଳ ପାଲଲହଡା ସୁସଭନାଳୀ ଗାଁ ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଦୁର୍ବୃତ୍ତ ପଥରରେ ଛେଚିବା ପରେ ମାରାଣାସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜନ ମୁଣ୍ଡା । ଦୁଇ ଦିନ ହେବ ସେ ନିଖୋଜ ଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । କିଏ ଓ କଣ ପାଇଁ ମହିଳାଙ୍କୁ ହତ୍ୟା କଲା କାରଣ ଜଣାପଡିନି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL