ଓଡ଼ିଶା

ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

ଚାନ୍ଦବାଲି: ଆଜି ମହାଶିବରାତ୍ରୀ । ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା ଆଳତୀ କରାଯାଇଥିଲା । ପରେ କନିକା ରାଜା ଓ ପାଳିଆ ସେବକଙ୍କ ପହିଲି ଭୋଗ ଲାଗି ହୋଇଥିଲା । ଏବେ ଚାଲିଛି ସାହାଣ ମେଲା ଦର୍ଶନ । ଭକ୍ତମାନେ ବ୍ୟାରିକେଡ଼ରେ ଆସି ବାବାମଣୀଙ୍କୁ ଦର୍ଶନ କରୁଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL