ଓଡ଼ିଶା

କ୍ରିକେଟ ଖେଳରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ୨ ଗୁରୁତର

ନୟାଗଡ଼: କ୍ରିକେଟ ଖେଳରୁ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଦୁଇ ଗୁରୁତର ।  ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ପଡ଼ିଆରେ ଗଣ୍ଡଗୋଳ ହୋଇଛି ।  ଗତକାଲି କଇଁଥଗାଡିଆ ଓ ପୁରୁଣା ସହର ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିଲା । ଖେଲ ଶେଷ ବେଳକୁ ଦୁଇ ଟିମ୍ ମଧ୍ୟରେ ବଚସା ହୋଇଥିଲା ।

ପରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା ।  ଏଥିରେ ଦୁଇ ଗୁରୁତରଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।  ଅଭିଯୋଗ ପରେ ତଦନ୍ତ କରୁଛି ଟାଉନ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL