ଓଡ଼ିଶା

ରାଜଧାନୀରେ ହିଟ୍ ଆଣ୍ଡ ରନ୍; ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍

ଭୁବନେଶ୍ୱର: ରାଜଧାନୀରେ ହିଟ ଆଣ୍ଡ ରନ । ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହିଳାଙ୍କ ମୁଣ୍ଡ ଉପରେ ମାଡିଗଲା ଇନୋଭା କାର । ଗୁରୁତର ଅବସ୍ଥାରେ ମେଡିକାଲରେ ମହିଳା ଭର୍ତ୍ତି । ଦୁର୍ଘଟଣା ଘଟାଇ ଇନୋଭା କାର ଫେରାର ହୋଇଯାଇଛି । ସ୍ୱାମୀ ଓ ଛୋଟ ପିଲା ସହ ବାଇକରେ ଯାଉଥିଲେ ମହିଳା । ଏହି ସମୟରେ ପଛ ପଟୁ ଦ୍ରୁତ ଗତିରେ ଏକ ଇନୋଭା କାର ବାଇକୁ ଧକ୍କା ଦେଇଥିଲା । ମହିଳା ଜଣଙ୍କ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ ଉପରେ ଇନୋଭା ଚଢାଇ ଫେରାର ହୋଇଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL