ଓଡ଼ିଶା

ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା, ଚାଷୀ ପାଉନି ତାର ହକ: ନବୀନ

ଭୁବନେଶ୍ୱର : ଆଇନ ଶୃଙ୍ଖଳା କଥା ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । କହିଛନ୍ତି ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି । ଚାଷୀ ତାର ହକ ପାଉନି । ମା ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜ କୁ ରୋଜଗାର ମିଳୁନି । ସବୁ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେଉଛି । ସରକାର ଗୋଟିଏ ବି ପରୀକ୍ଷା ଠିକ୍ ରେ ପରିଚାଳନା କରୁ ନାହାଁନ୍ତି । ସାଧାରଣ ଲୋକ ର ଦୁଃଖ ସରୁନି । ଲୋକ ଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ । କାହାଣୀ ରେ ସରକାର ଚାଲେନି,କାମ ଦରକାର । ବିଜୁ ଜନତା ଦଳ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ ହଜେଇ ଦେବ ବୋଲି ନବୀନ କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL