ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାରିଦିନିଆ ସିଂଗାପୁର ଓ ଜାପନ ଗସ୍ତ ସାରି ଆଜି ସକାଳ ୪ଟାରେ ରାଜଧାନୀ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ବାସଭବନକୁ ଫେରିଛନ୍ତି। ଏହି ଗସ୍ତ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା। ରାଜ୍ୟ ନିବେଶ ବୃଦ୍ଧି, ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ସେମିକଣ୍ଡକ୍ଟର ୟୁନିଟି ସ୍ଥାପନ ନେଇ ଯୋଗୀ ଆଦିତ୍ୟନାଥ ଅନେକ ବିଦେଶୀ କମ୍ପାନୀମାନଙ୍କ ସହ ଆଲୋଚନା କରିଛନ୍ତି।
ଚାରି ଦିନିଆ ସିଂଗାପୁର ଓ ଜାପନ ଗସ୍ତ ସାରି ଫେରିଲେ ଯୋଗୀ ଆଦିତ୍ୟନାଥଙ୍କ





