ଓଡ଼ିଶା

ପିଲା ଚୋରି କରି ଚାଲିଥଲା ଭିକ୍ଷା ବୃତ୍ତି, ୫ ଗିରଫ, ୯ ବାଳକ ଉଦ୍ଧାର

ବ୍ରହ୍ମପୁର : ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ କିଛି ପିଲା  l  ଆଉ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ କଛି ଲୋକ  l  ଏମିତି ଚାଲିଥିଲା ଭିକ୍ଷା ବୃତ୍ତି  l  ରାତିରେ ସମସ୍ତେ ରହୁଥିଲେ 4 ନମ୍ବର ପ୍ଲାଟଫର୍ମର ଓଭର ବ୍ରିଜ ତଳେ  l  ସନ୍ଦେହ କରି ପୋଲିସ ଚଢ଼ାଉ କରିଥିଲା  l   ଆଉ ଏହି ଗ୍ୟାଙ୍ଗ ଚଳାଉଥିବା 5  ଅଣ ଓଡ଼ିଆ ପୁରୁଷ, ମହିଳାଙ୍କୁ ଧରିଥିଲା  ପୋଲିସ  l  ସେମାନେ ସେହି 9 ଜଣ ବାଳକ, ବାଳିକାଙ୍କ ସମ୍ପର୍କରେ ସଠିକ ସୂଚନା ଦେଇ ନ ପାରିବାରୁ ସେମାନଙ୍କୁ ଗିରଫ କରିଥିବା ବେଳେ ପିଲାମାନଙ୍କୁ ଉଦ୍ଧାର କରାଯାଇଛି  l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL