ଓଡ଼ିଶା

ସ୍କୁଲ ବନ୍ଦକୁ ନେଇ ଦୁଇ ସାହି ମୁହାଁମୁହିଁ

ଦଶପଲ୍ଲା : ସ୍କୁଲ ବନ୍ଦ ଯୋଗୁ ଦୁଇ ସାହି ମୁହାଁମୁହିଁ । ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡା ସ୍କୁଲ ବନ୍ଦ ଯୋଗୁ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ।  ଛାତ୍ର ମୃତ୍ୟୁକୁ ନେଇ ଦୀର୍ଘ ମାସେ ହେଲା ସ୍କୁଲ ବନ୍ଦ ରହିଛି । ଫଳରେ ପରୀକ୍ଷା ଦେଇପାରୁନାହାନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ତାଲା ଖୋଲିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ୟମ କରାଯାଇଥିଲା ।  କିନ୍ତୁ ମୃତ ଛାତ୍ର ଭୋଳାନାଥଙ୍କ ପରିବାର ବିରୋଧ କରିଛନ୍ତି ।  ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇେଛି । ଘଟଣାସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL