ଓଡ଼ିଶା

ଦିନ ଦିପହରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡା : ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ୨ଲକ୍ଷ ଟଙ୍କା ।  ବ୍ୟାଙ୍କକୁ ଡିପୋଜିଟ ପାଇଁ ଯିବା ବେଳେ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।  ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ ରଂଜିତ କୁମାର ଦଳାଇ ନାମକ ବ୍ୟକ୍ତି ନିକଟରେ ଥିବାଏକ ବ୍ୟାଙ୍କରୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଏହି ଲୁଟ୍ ହୋଇଛି ।  ଜିଲ୍ଲା ସଦର ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL