ଓଡ଼ିଶା

ଗାଁରେ ବୁଲୁଛି ବାଘ, ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ଲୋକେ ଆତଙ୍କିତ

କଟକ : ଗାଁରେ ବୁଲୁଛି ବାଘ ।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ  l  ଶାରଦା ଶତପଥୀଙ୍କ ଘରେ ଲାଗିଥିବା CCTVରେ କଏଦ ହୋଇଛି ବାଘ ବୁଲୁଥିବା ଭିଡିଓ ।  ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।  ଗାଁରେ ବାଘ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।  ବାଘକୁ କାବୁ କରି ଜଙ୍ଗଲରେ ଛାଡିବାକୁ ବନବିଭାଗକୁ ଦାବି କରିଛନ୍ତି । ନେମାଳ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଆଖ ପାଖ ଅଞ୍ଚଳରେ ଏହି ବାଘ ଘୁରି ବୁଲୁଥିବା ମଧ୍ୟ ଅଭିଯୋଗ ଆସୁଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL