ଡିସେମ୍ବର ୨ ତାରିଖରୁ ଖୋଲିବ ଧାନମଣ୍ଡି: ଟୋକେନ୍ ନେଇ ଦ୍ବନ୍ଦ୍ବରେ ଚାଷୀ
ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ଧାନ ଜମିରୁ ଧାନ କାଟି ଖଳାରେ ରଖିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଚାଷୀ ଧାନକୁ ମଳିବା ସହ ବସ୍ତାରେ ସୁରକ୍ଷିତ ଭାବେ ରଖିଛନ୍ତି। ଆସନ୍ତା ମାସ ଦୁଇ ତାରିଖ ଠାରୁ ଧାନ ମଣ୍ଡି ଖଳିବା ପାଇଁ ନିଷ୍ପତ୍ତି ହୋଇଛି। ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ଜମିରୁ ଧାନ କାଟି ଖଳାରେ ରଖିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଚାଷୀ ଧାନକୁ ମଳିବା ସହ […]