ଓଡ଼ିଶା

କେନାଲ ନିକଟରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କଟକ: ନାବାଳିକାଙ୍କୁ ହତ୍ୟା ଅଭିଯୋଗ, ପୁରୁଷ ବନ୍ଧୁ ଅଟକ । କଟକ ନିକଟ ପ୍ରତାପ ନଗରୀ କେନାଲ ନିକଟରୁ ନିଖୋଜ ନାବାଳିକା ଉଦ୍ଧାର । ମୃତଦେହ ଠାବ କରିଛି ସଦର ଥାନା ପୋଲିସ । ସଦର ଥାନାରେ ମିସିଂ ରିପୋର୍ଟ କରିଥିଲେ ପରିବାର ଲୋକ।

ନାବାଳିକାଙ୍କ ହତ୍ୟା ପଛରେ ପୁରୁଷବନ୍ଧୁ ଓ ପରିବାର ଲୋକ ଥିବା ଅଭିଯୋଗ ଆଣିଥିଲେ। ପୁରୁଷ ବନ୍ଧୁ ନାବାଳିକାଙ୍କୁ ଡାକି ଏଭଳି କାଣ୍ଡ ଭିଆଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ଗତାଲି ରାତିରେ ପରିବାର ପକ୍ଷରୁ ଥାନା ଘେରାଉ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL