ଓଡ଼ିଶା

ବନ୍ୟା ପ୍ରଭାବିତ ୩ ଜିଲ୍ଲା ପାଇଁ ୪ IASଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ବନ୍ୟାରେ ପ୍ରଭାବିତ ତିନି ଜିଲ୍ଲା ପାଇଁ ୪ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ । ଗଜପତି ଜିଲ୍ଲା ପାଇଁ ରୀନା ପ୍ରଧାନ, ଅଜିତ କୁମାର ଓ ତେଜସ୍ୱିନୀ ବେହେରାଙ୍କୁ ଗଞ୍ଜାମ ଜିଲ୍ଲା ଏବଂ ଶିବ ମାଲବ୍ୟଙ୍କୁ କନ୍ଧମାଳ ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି ।

ଗଞ୍ଜାମରେ ୨ ଜଣ,ଗଜପତିରେ ଜଣେ ଓ କନ୍ଧମାଳରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ତ IAS ଅଧିକାରୀଙ୍କୁଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି । ପ୍ୟାକେଜ ପ୍ରଦାନ,ପୁନରୁଦ୍ଧାର କାମ ଓ କ୍ଷୟକ୍ଷତି ଆକଳନ ସ୍ଥିତି ଦେଖିବା ସହ ସ୍ଥିତି ଦେଖି ନିଷ୍ପତ୍ତି ନେଇ ପାରିବେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL