ନ୍ୟୁୟର୍କ : ଭେନେଜୁଏଲା ବିରୁଦ୍ଧରେ ଆମେରିକାର ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ ଘଟଣା ସମଗ୍ର ବିଶ୍ବକୁ ଚିନ୍ତିତ କରିଛି । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ଏକ ଜରୁରୀ ବୈଠକ ଡାକିଛି ।
ଭେନେଜୁଏଲା ରାଷ୍ଟ୍ରପତି ଦମ୍ପତିଙ୍କୁ ଗିରଫ ପରେ ଜାତିସଂଘ ଡାକିଲା ଜରୁରୀ ବୈଠକ






