ଓଡ଼ିଶା

୭ ସାଇବର ଲୁଟେରାଙ୍କୁ ବାନ୍ଧିଲା କଟକ ପୁଲିସ

କଟକ: ସାଇବର ପୁଲିସକୁ ବଡ଼ ସଫଳତା । ସାଇବର ପୁଲିସ ହାତରେ ଧରା ପଡ଼ିଲେ ୭ଜଣିଆ ଲୁଟେରା ଗ୍ୟାଙ୍ଗ ।
ଦିନକୁଦିନ ବଢୁଥିବା ସାଇବର ଅପରାଧରେ କଠୋର ହୋଇଛି ସାଇବର ପୁଲିସ । କଟକ ସାଇବର ପୁଲିସକୁ ବଡ ସଫଳତା ମିଳିଛି । ୭ଜଣିଆ ସାଇବର ଲୁଟେରାଙ୍କୁ ଧରିବରେ ସଫଳ ହୋଇଛି ସାଇବର ପୁଲିସ । ସୂଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଅନେକ ଗୁରୁତ୍ୱପୂର୍ଣ ଉପକରଣ ଜବତ ହୋଇଛି ହାର୍ଡ ଡିସ୍କ , ଚେକ ବୁକ, କମ୍ପ୍ୟୁଟର, ଲାପଟପ, ମୋବାଇଲ, ସିମ୍ ଜବତ । ସେମାନଙ୍କ ନିକଟରୁ ହାର୍ଡ ଡିସ୍କ, ଚେକ ବୁକ, କମ୍ପ୍ୟୁଟର, ଲାପଟପ, ମୋବାଇଲ, ସିମ୍ ଜବତ ହୋଇଥିବା ସୂଚନା ଦେଇଛନ୍ତି କମିଶନର ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL