ପୋଲସରା: ନାବାଳିକା ଦୁଷ୍କର୍ମ ଘଟଣାରେ ଅଦାଲତର ରାୟ । ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲେ ଅଦାଲତ ।
୨୦୨୫ ପୋଲସରା ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ଅଦାଲତ । ଦୋଷୀକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲା ଅଦାଲତ । ଦୋଷୀ ନିରଞ୍ଜନ ଶବରକୁ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ଏହାସହ ପୀଡ଼ିତାକୁ ସାଢେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛି ଅଦାଲତ ।
ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ







