ଓଡ଼ିଶା

ନବୀନଙ୍କୁ ଭେଟିଲେ ଅଖିଳେଶ ଯାବଦ

ଭୁବନେଶ୍ୱର : ଅଖିଳେଶ ଓ ନବୀନଙ୍କ ଭେଟଘାଟନେଇ ବଢିଲା ଚର୍ଚ୍ଚା  l  ଓଡିଶା ଗସ୍ତରେ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  l ଏହି  ଭେଟ ଘାଟକୁ ନେଇ ଅଖିଳେଶ କହିଛନ୍ତି, “ନବୀନଙ୍କ ଭଲ ନିଷ୍ପତିଗୁଡିକ ଯୋଗୁଁ ଓଡିଶା ବିକାଶର ରାସ୍ତାରେ ଆଗକୁ ବଢିଛି  l ନବୀନଙ୍କ ସ୍ୱାସ୍ଥ୍ୟ ଭଲ ଅଛି, ତାଙ୍କ ଭିତରେ ଉତ୍ସାହ ବି ଅଛି  l ନବୀନ ଆଗକୁ ରାଜ୍ୟରୁ ବିଜେପିକୁ ହଟେଇବେ  l  ନବୀନଙ୍କ ବାପା ଓ ନେତାଜୀ ଏକା ସାଙ୍ଗ ରେ କାମ କରିଛନ୍ତି l ଏହି ସମ୍ପର୍କକୁ ଆମେ ଆଗକୁ ବଢାଇବୁ  l ” ଆଜି  ଏଠାରେ ଏମିତି କହିଛନ୍ତି  ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ  l  2027 ଉତ୍ତର ପ୍ରଦେଶ ନିର୍ବାଚନ ପରେ ଓଡିଶା ଉପରେ ଫୋକସ କରିବ ସମାଜବାଦୀ ପାର୍ଟି ବୋଲି କହିଛନ୍ତି ଅଖିଳେଶ ଯାଦବ  l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL