ଗାଁରେ କୋକୁଆ ଭୟ ଖେଳି ଯାଇଛି | ତେବେ ଗାଁ ଭିତରେ ବାଣ ବେଆଇନ ବାଣ କାରଖାନା ଦୀର୍ଘ ଦିନ ହେବ ଚାଲୁଥିଲା | ଗତକାଲି ରାତିରେ ବିସ୍ଫୋରଣ ରେ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ଥରି ଥିଲା | ନିକଟରେ ଥିବା ଘର ଜଳି ପାଉଁଶ ହୋଇ ଯାଇଛି | ଘଟଣାସ୍ଥଳ ରେ ବହୁ ବାଣ ଭିଡା ସାମଗ୍ରୀ ଏବଂ ବ୍ୟବହୃତ ହାତ ହତିଆର ପଡିଛି | ପାଖରେ ଥିବା ଘର ଭାଙ୍ଗି ଯାଇଛି | ୨ ଗୁରୁତର, ଜଣେ କଟକ ଏବଂ ଭୁବନେଶ୍ୱର ହସ୍ପିଟାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି |